Site icon Awaj Media

ନିଶ୍ଚିନ୍ତକୋଇଲି ପୋଲିସ କୁ ବଡ ସଫଳତା : ଧରା ହେଲେ ୫ ଛେଳି ଚୋର !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ରେ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ଛେଳି ଚୋରି . ଏବେ ଛେଳି ଚୋର ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି । ରାତିରେ ଘରେ ଲୋକେ ଶୋଇଥିବା ର ସୁଯୋଗ ନେଇ ଗୁହାଳ ଘରୁ ଛେଳି ଚୋରି କରି ନେଉଛନ୍ତି ଛେଳି ଲୁଟେରା । କିଛିଦିନ ତଳେ ଅସୁରେଶ୍ୱର, ଲୋକନାଥପୂର, ନେମାଳ, ସାଲେପୁର ଏହିପରି ଲଗାତାର ଭାବେ ପାଖାପାଖି ଏରିଆରେ ଚେଳିଚୋରି ବଢ଼ିବାରେ ଲାଗିଥିଲା ବେଳେ ଏହି ଚୋର ଙ୍କୁ ଧରିବା ନିଶ୍ଚିନ୍ତ କୋଇଲି ପୋଲିସି ପାଇଁ ବଡ ଚାଲେଞ୍ଜ ହୋଇ ପଡ଼ିଥିଲା || ଶେଷରେ ନିଶ୍ଚିନ୍ତକୋଇଲି ପୋଲିସ ୫ ଛେଳି ଚୋର ଙ୍କୁ ଧରି କୋଟ ଚାଲାଣ କରିଛି || ଏହି 5ଜଣ ହେଲେ – ଅକତର ବାବୁ, ନାସରେ ଅଲ୍ଲୀ, MD ଜମିଲି ହୁସେନ, ହାକିମି ଉଦେନ ଖାନ, ଅବଦୁଲ ଡାନାସୀ || ଏମାନଙ୍କ ପାଖରୁ 5 ଟି ଛେଳି ଉଦ୍ଧାର କରିଥିବାର ଜଣାପଡିଛି ||

Exit mobile version