Site icon Awaj Media

ମଙ୍ଗଳପୁର ଗ୍ରାମରେ ସ୍ତ୍ରୀ ର ଠେଙ୍ଗା ମାଡରେ ସ୍ୱାମୀ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ପରିବାରରେ ଘରୋଇ କଳି କୁ କେନ୍ଦ୍ର କରି ସ୍ତ୍ରୀ ର ଠେଙ୍ଗା ମାଡରେ ସ୍ୱାମୀ ଗୁରୁତର ଆହତ ହୋଇଥିବାର ଜଣାଯାଇଛି . ମଙ୍ଗଳପୁର ଗ୍ରାମର ଶୋକ ମୁଣ୍ଡାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ଶୋକ ମୁଣ୍ଡା ଗୁରୁତର ଆହତ ହୋଇଯାଇଥିବା ବେଳେ ପରିବାର ବର୍ଗଙ୍କ ସହାୟତାରେ ଶୋକ ମୁଣ୍ଡାଙ୍କୁ ଗୁରୁବାର ବିଳମ୍ବିତ ରାତିରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି ।

Exit mobile version