Site icon Awaj Media

କଟିକଟା-ଜଇପୁର ରାସ୍ତା ର ଅସୁରେଶ୍ୱର ପଦ୍ମିନୀ ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟିକଟା – ଜଇପୁର ରାସ୍ତା ର ଅସୁରେଶ୍ୱର ପଦ୍ମିନୀ ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ । ମା’ ଝିଅ ଙ୍କ ଠାରୁ ବାଇକ୍ ଆରୋହୀ ଲୁଟି ନେଲା ୧୩ ହଜାର ଟଙ୍କା ସହ ଏଟିଏମ୍ କାର୍ଡ ଏବଂ ମୋବାଇଲ ଫୋନ । ପେଟ୍ରୋଲ ପମ୍ପ ର ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ର ତଦନ୍ତ ଜାରି ।

 

Exit mobile version