Site icon Awaj Media

ଏସଟିଏଫ ଟିମ ଦ୍ୱାରା ବାଘ ଛାଲ ଜବତ : ଜଣେ ଗିରଫ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାବେରୀ ଗାଁ ରାସ୍ତା କଡରୁ ବନ ବିଭାଗ ର ଏସଟିଏଫ ଟିମ କୌଣସି ସୂତ୍ରରୁ ଖବର ପାଇ ବାଘ ଛାଲ ସହ ଘଟଣା ସ୍ଥଳରୁ ଦାରିିଙ୍ଗିବାଡ଼ି ଅଞ୍ଚଳର ପ୍ରଦୀପ ନାୟକଙ୍କୁ ଗିରଫ କରି ତଦନ୍ତ ଅବ୍ୟାହତ ଥିବା ବନ ବିଭାଗ ତରଫରୁ ଜଣା ପଡିଛି |

Exit mobile version