Site icon Awaj Media

ଚୋରା ବେପାରୀ ଙ୍କ ଚୋରା ଚାଲାଣ ର ଚୋରାପଥ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ସହର ଭିତରକୁ ଏବଂ ସହର ମଧ୍ୟରୁ ବାହାରକୁ ବଢ଼ିବାରେ ଲାଗିଛି ଚୋରା ଚାଲାଣ . ଚୋରା ବେପାରୀ ଙ୍କ ଚୋରା ଚାଲାଣ ର ଚୋରାପଥ ପାଲଟିଛି ହାଇକୋର୍ଟ କୁ ନାରାଜ ସହିତ ଓ କଟକକୁ ଧବଳେଶ୍ଵର ବାଟ ଦେଇ ଅନୁଗୁଳ ଓ ସମ୍ବଲପୁର ଯିବାକୁ ପୁରାତନ ମୁଖ୍ୟ ରାସ୍ତା ସହିତ ଯୋଡୁଥିବା ରାସ୍ତା । ପୋଲିସ ମାନଙ୍କ ଅନୁପସ୍ଥିତ ଓ ଅବହେଳା ଯୋଗୁଁ କଟକ ସହର ମଧ୍ୟରୁ ବହୁ ଅବୈଧ ବାଲି ଚାଲାଣ ଓ ବାହାର ରାଜ୍ୟ ରୁ ଅବୈଧ ଜିନିଷ ବିନା ନିରୀକ୍ଷଣରେ କଟକ ସହର ମଧ୍ୟକୁ ପ୍ରବେଶ କରୁଛି ବୋଲି ସୂଚନା ମିଳୁଛି । ପୋଲିସ କର୍ମଚାରୀ ମାନେ ସେଠାରେ ଜଗିବା ତ ଦୂରର କଥା ପୋଲିସ ସହାୟତା କେନ୍ଦ୍ରକୁ ଫୋନ କରି ସହଯୋଗର ଆଶା କଲେ ପୋଲିସ କର୍ମଚାରୀ କରୁଛନ୍ତି ଆକ୍ରୋଶ । ଏପରିକି ପ୍ରତିବାଦ ପରେ ଶୁଣିବାକୁ ମିଳୁଛି ମିଥ୍ୟା ଅଭିଯୋଗ !!

 

Exit mobile version