Site icon Awaj Media

ପୀତାଚରି ରେଲୱେ କ୍ରସିଂ ଠାରେ ମୁଣ୍ଡ କଟା ଶରୀର ଉଦ୍ଧାର !!!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଟ୍ରେନ ରେ କଟି ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ଗୋଟିଏ ପଟେ ଶରୀର ଗୋଟେ ପଡ଼ିଥିବା ଦେଖାଯାଇଛି . ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କତଡା ଗ୍ରାମ ପଞ୍ଚାୟତର ପୀତାଚରି ରେଲୱେ କ୍ରସିଂ ରେଳ ଲାଇନରେ ଜଣେ ଅଜଣା ଲୋକଙ୍କ ର ଟ୍ରେନ ରେ ମୁଣ୍ଡ କଟି ମୁଣ୍ଡ ଗୋଟେ ପଟେ ଶରୀର ଗୋଟେ ପଡ଼ିଥିବା ମୃତଦେହ ଉଦ୍ଧାର ହୋଇଛି . ତେବେ କେଉଁ କାରଣରୁ ଏହା ଘଟିଛି ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣା ପଡ଼ି ନଥିବା ବେଳେ ସେହି ପାଖରେ od 14 c 0558 ଏକ କଳା ରଙ୍ଗ ୟୁନିକନ ଗାଡି ରହିଛି . ଏହା ମୃତ ବ୍ୟକ୍ତିଙ୍କ ବାଇକ୍ ବୋଲି ଲୋକ ମାନେ କହିଛନ୍ତି , ଏଥି ସହ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି .

Exit mobile version