Site icon Awaj Media

ଘର ଭିତରୁ ବିୟୁଟିପାର୍ଲର ମାଲିକାଣି ଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଫାୟାର ଷ୍ଟେସନ ନିକଟରେ ଘର ଭିତରୁ ବିୟୁଟିପାର୍ଲର ମାଲିକାଣୀ ଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ , ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘରରେ । ଶବ ଜବତ କରି ଟାଉନ ଥାନା ପୋଲିସ ର ତଦନ୍ତ ଜାରି ରଖିଛି । ମୃତ ମହିଳା ମମତା ନାୟକ ଚାନ୍ଦପୁର ଅଞ୍ଚଳର ହୋଇଥିବା ବେଳେ ମମତା ଙ୍କୁ ଘରଭଡ଼ା ନେଇ ରଖିଥିବା ଯୁବକ ରଣପୁର, ଖଣ୍ଡିସି ଅଞ୍ଚଳ ର ପ୍ରମୋଦ କୁମାର ଦାମ୍ବଲ ଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।

 

Exit mobile version