ପବିତ୍ର ଇଦ ରେ ସମୂହ ନମାଜପାଠ !!! Awaj Media 4 years ago Spread the loveଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ଇଦ ପାଳନ ଅବସରରେ ମସଜିଦ ରେ ସମୂହ ନମାଜପାଠ ଆୟୋଜିତ ହୋଇଯାଇଛି . ଯାଜପୁର ଜିଲ୍ଲା ବିଂଝାରପୁର ରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ମସଜିଦ ରେ ପହଞ୍ଚି ନମାଜ ପାଠ କରିଥିଲେ .