Home2022May3ପବିତ୍ର ଇଦ ରେ ସମୂହ ନମାଜପାଠ !!! ପବିତ୍ର ଇଦ ରେ ସମୂହ ନମାଜପାଠ !!! May 3, 2022May 3, 2022byAwaj Media Spread the loveଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ଇଦ ପାଳନ ଅବସରରେ ମସଜିଦ ରେ ସମୂହ ନମାଜପାଠ ଆୟୋଜିତ ହୋଇଯାଇଛି . ଯାଜପୁର ଜିଲ୍ଲା ବିଂଝାରପୁର ରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ମସଜିଦ ରେ ପହଞ୍ଚି ନମାଜ ପାଠ କରିଥିଲେ .
ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଇ ଗ୍ରାମବାସୀ !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକର ଲାଇଲାଇ ପଞ୍ଚାୟତର ବିଷମପାଡି ଗ୍ରାମବାସୀ ଓ…
ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଓ ଜରିମାନା ଦଣ୍ଡାଦେଶ !!! Spread the loveSpread the loveଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ମଙ୍ଗଳବାର ତାଳଚେର ଅତିରିକ୍ତ…
ଜରୁରୀକାଳୀନ ସମୟରେ ରକ୍ତଦାନ କଲେ ଏଟିଏଚ ରକ୍ସ ପରିବାର ସଦସ୍ୟ !!! Spread the loveSpread the loveବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଏଟିଏଚ ରକ୍ସ ପରିବାର, ଓଡିଶା ତରଫରୁ ପରିବାରର କୋରାପୁଟ ସଦସ୍ୟ ଜଗନ୍ନାଥ…