Home2022May3ପବିତ୍ର ଇଦ ରେ ସମୂହ ନମାଜପାଠ !!! ପବିତ୍ର ଇଦ ରେ ସମୂହ ନମାଜପାଠ !!! May 3, 2022May 3, 2022byAwaj Media Spread the loveଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ଇଦ ପାଳନ ଅବସରରେ ମସଜିଦ ରେ ସମୂହ ନମାଜପାଠ ଆୟୋଜିତ ହୋଇଯାଇଛି . ଯାଜପୁର ଜିଲ୍ଲା ବିଂଝାରପୁର ରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ମସଜିଦ ରେ ପହଞ୍ଚି ନମାଜ ପାଠ କରିଥିଲେ .
ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସୁକିନ୍ଦାରେ କ୍ୟାଣ୍ଡେଲ ଶୋଭାଯାତ୍ରା !!! Spread the loveSpread the loveଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଶ୍ମୀର ପୁଞ୍ଚରେ ଆତଙ୍କବାଦି ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତି…
ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ୧ମ ବାର୍ଷିକ ଉତ୍ସବ ପାରଳାଖେମୁଣ୍ଡି…
ନୟାଗଡରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବ୍ୟାଙ୍କର୍ସ କମିଟି ପରାମର୍ଶ ସମ୍ବନ୍ଧୀୟ ବୈଠକ !! Spread the loveSpread the loveନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାପାଳ ଡ଼.ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ…