Site icon Awaj Media

ରାଜଧାନୀ ରାଜରାସ୍ତାରେ ଦୁର୍ବୁତ୍ତଙ୍କ ବ୍ଲାଙ୍କ ଫାୟାରିଂ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀ ରାଜରାସ୍ତାରେ ଦୁର୍ବୁତ୍ତଙ୍କ ବ୍ଲାଙ୍କ ଫାୟାରିଂ . ଦବ୍‌ଦବା ଦେଖାଇବା ପାଇଁ ଦୁର୍ବୃତ୍ତ କଲେ ବ୍ଲାଙ୍କ ଫାୟାରିଂ . ସିଆର୍‌ପି ଛକରୁ ୟୁନିଟ – ୮ ଯିବା ରାସ୍ତାରେ ବ୍ଲାଙ୍କ ଫାୟାରିଂ ହୋଇଥିବାର ସୂଚନା ମିଳିଛି . ଦୁଇ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି .

Exit mobile version