Site icon Awaj Media

ଅବକାରୀ ବିଭାଗ ପକ୍ଷରୁ ଦେଶୀ ରନ୍ଧା ମଦ ଜବତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୋଡାପୁଟ ଗ୍ରାମରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୧୦ ଲିଟର ଦେଶୀ ମଦ, ଗୋଟିଏ ମୋଟର ବାଇକ ଓ ସାଇକେଲ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ଵୟଙ୍କ ନାମ ପବିତ୍ର ବରାଡ଼ ଓ ଚନ୍ଦ୍ରଶେଖର ମହାରଣା ବୋଲି ବିଭାଗ ତରଫରୁ ସୂଚନା ମିଳିଛି ।

Exit mobile version