Site icon Awaj Media

ଉଦୟପୁର ଗ୍ରାମ ପାଖ ନଳା ମଧ୍ୟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମ ପାଖ ନଳା ମଧ୍ୟରେ କେହି ଜଣେ ଅଜଣା ବ୍ୟକ୍ତି ନବଜାତ ଶିଶୁ ପୁତ୍ରକୁ ରଖି ପଳେଇଥିବା ବେଳେ ଆଜି ସକାଳୁ ଗ୍ରାମର କିଛି ମହିଳା ସେହି ନଳା ବାଟ ଦେଇ ଶୌଚ ହେବା ପାଇଁ ଯାଉଥିବା ବେଳେ ନବଜାତ ଶିଶୁ ପୁତ୍ରଟିକୁ ସୁରକ୍ଷିତ ଉପାୟରେ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି .

Exit mobile version