ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରିଛନ୍ତି ଟାଟା କର୍ତ୍ତୃପକ୍ଷ . ଜଣଙ୍କର ମାଲିକାନା ରେ ଥିବା ସ୍ଥିତିବାନ ଜାଗା ଉପରେ ଅନ୍ୟଜଣଙ୍କୁ ବିଦ୍ୟୁତ ସଂଯୋଗ ଦେଇଥିବାର ଜଣାଯାଇଛି . ଏପରି ଅଭିଯୋଗ ଆଣିଛନ୍ତି ରାଜଧାନୀ ଜାଗମରା ଜଗମୋହନ ନଗର ଅଞ୍ଚଳର ବାସିନ୍ଦା କିଶୋରୀ ମହାନ୍ତି .
ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରୁଛି ଟାଟା ପାୱାର !!!

