Site icon Awaj Media

ତାଳଚେର ବାଇପାସ ଟ୍ରାଫିକ ଛକ ଠାରେ ବାଇକ୍ ଆରୋହୀଙ୍କୁ ଧକା ଦେଲା ପୁଲିସ ଗାଡ଼ି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ବାଇପାସ ଟ୍ରାଫିକ ଛକ ଠାରେ ଜଣେ ବାଇକ୍ ଆରୋହୀଙ୍କୁ ଧକା ଦେଲା ପୁଲିସ ଗାଡ଼ି । ଘଟଣା ସ୍ଥଳରେ ବାଇକ୍ ଆରୋହୀ ଗୁରୁତର ! ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଳଚେର ମଣ୍ଡାପାଳ ସ୍ଥିତ ଡାକ୍ତରଖାନା କୁ ସ୍ଥାନାନ୍ତର l ଘଟଣାରେ ସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣା ପଡ଼ିଛି ଏଵଂ ଧକା ଦେଇଥିବା ଗାଡ଼ି କୁ ମଧ୍ୟ ଅଟକ ରଖା ଯାଇଛି ।

Exit mobile version