Site icon Awaj Media

ଏସିଡ ମାଡ଼ ଘଟଣାକୁ ବିରୋଧ କରି ଡିସିପି ଙ୍କ ଦ୍ବାରସ୍ଥ ହେଲେ ହିନ୍ଦୁସେନାର ସଦସ୍ୟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଦୁଇ କଲେଜ ଛାତ୍ରଙ୍କୁ ଏସିଡ ମାଡ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଏବଂ ଏସିଡ ଭଳି କ୍ଷତିକାରକ ସାମଗ୍ରୀ ଉପରେ ରୋକ ଲଗାଇବା ଦାବିରେ ଆଜି ହିନ୍ଦୁସେନା ଛାତ୍ର ସଂଗଠନ ତରଫରୁ କଟକ ଡିସିପି ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଯୁବ ସଦସ୍ୟ ଉପସ୍ଥିତ ରହି, ଏହି ବାବଦରେ ଡିସିପି ଙ୍କ ସହିତ ଆଲୋଚନା କରିଥଲେ ।

Exit mobile version