Site icon Awaj Media

କାଶୀପୁର ବ୍ଲକ କାର୍ଯ୍ୟାଳୟ ପାଲଟିଛି ଦୁର୍ନୀତିର ଗନ୍ତାଘର !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : କାଶୀପୁର ବ୍ଲକ କାର୍ଯ୍ୟାଳୟ ପାଲଟିଛି ଦୁର୍ନୀତିର ଗନ୍ତାଘର ! ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କାର୍ଯ୍ୟଳରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି କାଶିପୁର ବ୍ଲକର ଦୟାନିଧି ନାୟକ ! ତାଙ୍କ ଅଭିଯୋଗ ମୁତାବକ ସାଂସଦ ଏବଂ ବିଧାୟକ ପାଣ୍ଠିରୁ 2020 ଠାରୁ 2022 ପର୍ଯ୍ୟନ୍ତ କାମ ନହୋଇ ତାର ବିଲ ହୋଇସାରିଛି ! ଏ ବିଷୟରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ , ସେ ମହାଶୟ ଏ ବିଷୟ ରେ ସେ ଜାଣି ନାହାନ୍ତି ! ତଦନ୍ତ କଲାପରେ ଜଣାଇବି ବୋଲି କହିଥିଲେ !

Exit mobile version