କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି ମଶାଙ୍କୁ ନିପାତ କରିବା ପାଇଁ ! ମାତ୍ର କଟକ ମହାନଗର ନିଗମର ୱାର୍ଡ ନମ୍ବର -୪ ରେ ମଶା ଧୁଆଁ ଦେବା ବେଳେ, ନା ରହୁଛନ୍ତି କର୍ପୋରେଟର ନା ରହୁଛନ୍ତି ସ୍ୱଚ୍ଛତା କର୍ମୀ ! ତେବେ କାହା ତତ୍ତ୍ଵାବଧାନରେ ୱାର୍ଡ ରେ ମଶା ଧୁଆଁ ଦିଆ ଯାଉଥିଲା ! ଏ ପ୍ରଶ୍ନ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଳୁଛି ଧମକପୂର୍ଣ୍ଣ ଫୋନ୍ କଲ୍ ! କର୍ପୋରେଟରଙ୍କ ସ୍ବାମୀ ତୁଲାଉଛନ୍ତି କି କଟକ ମହାନଗର ନିଗମର ଦାୟିତ୍ୱ ?
ସିଏମସି ୱାର୍ଡ – ୪ କର୍ପୋରେଟର ଙ୍କ ସ୍ୱାମୀ ଙ୍କର ଦବଙ୍ଗଗିରି !!!

