Site icon Awaj Media

ଇଟାମାଟି ପୋଲିସ ଦ୍ବାରା ଦେଶୀ ମଦ ଜବତ : ଜଣେ ଗିରଫ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଇଟାମାଟି ପୋଲିସ ଦ୍ୱାରା ୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ ହୋଇ କୋର୍ଟ ଚାଲାଣ ! ସୂଚନା ଅନୁସାରେ ଇଟାମାଟି ପୋଲିସ ଦ୍ୱାରା ରବିବାର ଭୋର ୫ ଟା ସମୟରେ ଇଟାମାଟି ଥାନା ଅନ୍ତର୍ଗତ ଆନନ୍ଦାପଲ୍ଲୀ ଛକ ରୁ ଖଇରପଟି ଗ୍ରାମର ଯୋଗେଶ୍ୱର ନାୟକ, ଛକରେ ମଦ ବିକ୍ରି ପାଇଁ ନେଇ ଯାଉଥିବା ବେଳେ ଇଟାମାଟି ପୋଲିସ ପକ୍ଷରୁ ଚଢ଼ାଉ କ୍ରମେ ଯୋଗେଶ୍ୱର ନାୟକ ଧରା ପଡିଥିଲେ ! ମଦ ଜବତ କରି ଯୋଗେଶ୍ୱର ନାୟକ ଙ୍କୁ ଗିରଫ କରିବା ସହ ଅବକାରୀ ଆଇନ ଅନୁଯାୟୀ ଇଟାମାଟି ଥାନା କେଶ ନମ୍ବର 42 / 2023ରେ ମାମଲା ରୁଜୁ କରି ଯୋଗେଶ୍ୱର ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଇଟାମାଟି ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଙ୍କ ପକ୍ଷରୁ ସୂଚନା ମିଳିଛି !

Exit mobile version