Site icon Awaj Media

ହୋଲି ରେ ଅଘଟଣ : ରଙ୍ଗ ରୁ ଆରମ୍ଭ ହୋଇ ରକ୍ତରେ ଶେଷ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ହୋଲି ଖେଳ ସମୟରେ ଅଘଟଣ ! କଳାପଥର ପଞ୍ଚାୟତର ଲେମ୍ବେରି ଗ୍ରାମର ଶିବ ନାୟକ ଏବଂ ବିଷ୍ଣୁ ଚରଣ ବିଶ୍ୱାଳ ନାମକ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବାର ସୂଚନା ! ଲେମ୍ବେରି ଗ୍ରାମର ଦୁଇ ଜଣ ଙ୍କୁ ପାଖ ଗ୍ରାମ ମଧୁଆପଲ୍ଲୀ ର ଯୁବକ ଆକ୍ରମଣ କରିଥିବା ବେଳେ କଳାପଥର ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତରିତ କରାଯାଇଛି !

Exit mobile version