ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ହଜି ଯାଇଥିବା ଗାଡି ପାଇବା ନିମନ୍ତେ ନିବେଦନ କଲେ ଯୁବକ ! ଚକ୍ରଧର ପ୍ରସାଦ ଗ୍ରାମରେ ଅନୁଷ୍ଠିତ ପଣା ଉପଲକ୍ଷେ ଏକ ସାମାଜିକ ନାଟକ ଦେଖିବା ନିମନ୍ତେ ଯାଇଥିବା ସମୟରେ ତରବାଲୋ ଗ୍ରାମର ଅଭୟ ରାଉତ ଙ୍କ ଗାଡ଼ିଟି ଚୋରି ହୋଇଯାଇଛି । ସେ ବହୁତ ଗରିବ ହୋଇଥିବାରୁ , ଆଉ ଏକ ଗାଡ଼ିଟିଏ କିଣି ପାରିବେ । ଏଣୁ ଯଦି କେହି ଗାଡ଼ିଟିକୁ ପାଇ ଥାଆନ୍ତି କି ଦେଖିଥାଆନ୍ତି ତେବେ ତାଙ୍କୁ ଜଣାଇବା ପାଇଁ ସାମାଜିକ ଗଣମାଧ୍ୟମରେ ନିବେଦନ କରିଛନ୍ତି ! ଗାଡି ନମ୍ବର – OD-02-W-0410 (HONDA UNICORN 160, BLACK COLOUR) ! ଯୋଗାଯୋଗ ନମ୍ବର – 9668485536, 8328938792, 6370855962 !

