Site icon Awaj Media

ହରିପୁର ରେ ହୋଇଥିବା ଆକ୍ରମଣ ସମ୍ପର୍କ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ନୟାଗଡ ର ରାଣୀ ପ୍ରତୁଷ୍ୟା ରଜେଶ୍ୱରୀ ଙ୍କ ନେତୃତ୍ୱରେ ନୟାଗଡ ପୁରୁଣା ରାଜବାଟି ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।ନୟାଗଡ ବ୍ଲକ ଇଟମାଟି ଥାନା ଅନ୍ତର୍ଗତ ଗଦାଧର ପ୍ରସାଦ ପଞ୍ଚାୟତ ରେ ଘଟିଥିବା ଘାଟଣା ଉପରେ ଆଲୋଚନା କରିଥିଲେ କଣପାଇଁ ଗଦାଧର ପ୍ରସାଦ ପଞ୍ଚାୟତ ହରିପୁର ଗ୍ରାମରେ ଏହିପରି ଆସନ୍ତି ହେଉଛି ତାହାରି ଉପରେ ବାର୍ତା ରଖିଥିଲେ ହରିପୂର ଗ୍ରାମରେ ଦୋଳ ପୂର୍ଣ୍ଣମା ଯାତ୍ରା ଚାଲି ଥିବା ବେଳେ ଉତ୍ସାହିତ ହୋଇ ଦୂତୀଆ ପ୍ରଧାନ ନାମକ ବ୍ୟକ୍ତି ଯାତ୍ରା ପେଣ୍ଡାଲ ଉପରେ ଚଢ଼ିଯାଇଥିଲେ କିଛି ବ୍ୟକ୍ତି ତାଙ୍କୁ ମାଡମରିଥିଲେ ଓ କାମିନୀ ନାୟକ ଙ୍କୁ ଏଭଳି ମାଡମରିଥିଲେ ଯେ ଅଜି ପର୍ଯ୍ୟନ୍ତ ଜୈନାଙ୍ଗ ରୁ ରକ୍ତ ସ୍ରାବ ବନ୍ଦ ହୋଇନାହିଁ ସେ ମେଡ଼ିକାଲ ରେ ଚିକିତ୍ସାଧିନ ଅଛନ୍ତି । ମାଡ଼ ଦେଇଥିବା ବ୍ୟକ୍ତି ମାନେ ଓଲଟି ଇଟମାଟି ଥାନାରେ କେସ ( ନଂ ୬୩)୧୨.୦୩.୨୦୨୩ରେ ମାଡ଼ ଖାଇଥିବା ବ୍ୟକ୍ତ ସହିତ କିଛି ପାଠପଢା ପିଲାଙ୍କ ନାମରେ ଅଭିଯୋଗ ହୋଇଛି ପୀଡ଼ିତା କାମିନୀ ନାୟକ କେସ ନଂ (୬୪)୧୨.୦୩.୨୦୨୩ରେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ ଏହାପରେ ଗ୍ରାମର ଭଦ୍ର ଲୋକ ବସି ଶାନ୍ତି କମିଟି ଗଠନ କରି ଗ୍ରାମର ସଭାପତି ରବିନ୍ଦ୍ର ପ୍ରଧାନ ସରପଞ୍ଚ ଲକ୍ଷ୍ମୀଧର ପାତ୍ର ଦାୟିତ୍ୱ ନେଇ ଏହାକୁ ସମାଧାନ କରିଥିଲେ ଏହାପରେ ସେହି ଦୁଇଜଣ ବ୍ୟକ୍ତି ଶାନ୍ତି କମିଟି କୁ ନମାନି ପୁଣି ଗାଁ ରେ ଆସନ୍ତି ସୃଷ୍ଟି କରିଥିଲେ।ମେ ମାସ ୫ତାରିଖ ଦିନ ବିଜେପି ପକ୍ଷରୁ ଏକ ଜନସଂପର୍କ ଶୋଭାଯାତ୍ରା ପ୍ରତୁଷ୍ୟା ରଜେଶ୍ୱରୀ ଙ୍କ ନେତୃତ୍ୱରେ ହୋଇଥଲା ଏହା କୁଭଣ୍ଡୁର କରିବାପାଇଁ କିଛି ବିଜେଡି କର୍ମୀ ଡରାଈ ଧମକ ଦେଇ ସେହି ସଭା କୁ ଯିବାପାଇଁ ବରଣ କରିଥିଲେ ଏହାପରେ କିଛି ବ୍ୟକ୍ତି ସେଚ୍ଛାକୃତ ଭାବରେ ବିଜେପି ସଭାରେ ଯୋଗ ଦେଇଥିଲେ।ଏକ ବିଜେପି କର୍ମୀ ମାନସ ପ୍ରଧାନ ଜୁନ ୧ତାରିଖ ଦିନ ସାନ୍ଧ୍ୟ ସମୟ ବଜାରକୁ ଯିବା ବାଟରେ କିଛି ବିଜେଡି କର୍ମୀ ମାନସ ପ୍ରଧାନ କୁ ମାଡ଼ ମାରିବା ଗଳି ଗୁଲଜ କରିଥିଲେ ।ମାନସ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ (କେସ ନଂ ୧୩୨)୦୨.୦୪.୨୦୨୩କିନ୍ତୁ ଇଟାମାଟି ପୋଲିସ ରେ ଖାରଜ କରିଦେଇଥିଲା ।କିଛି ବିଜେଡି କର୍ମୀ ମାନସଙ୍କୁ କେସ ଦେଇଥବାରୁ ତାଙ୍କୁ ଧମକ ଦେଇଥିଲେ ତାଙ୍କ ଦୁଆରେ ଲଙ୍ଗଳା ହୋଇ ଗାଳିଗୁଲଜ କରିଥିଲେ ଏହାର ଭିଡିଓ କରି ଇଟାମାଟି ଥାନାଆଇ ଆଇ ସି ଙ୍କୁ ଦେଇ ଥିଲେ ମଧ୍ୟ ଏଥିପ୍ରତି ଇଟାମାଟି ପୋଲିସ ଅଧିକାରୀ କିଛି ଦୃଷ୍ଟ ଦେଇନଥିଲେ ।ଲତା ପ୍ରଧାନ ଙ୍କ ଦୁଆରେ ଥିବା ନଳକୂପ ଟିକୁ ବିଜେଡି କର୍ମୀ ମାନେ ଭାଙ୍ଗି ଦେଇଥଲେ ଲତା ବିରୋଧ କରିବାରୁ ସେ ମହିଳାମାନଙ୍କୁ ଦଣ୍ଡରେ ଚୁଟି ଘୋଷାରି ବାଡେଈ ଥିଲେ ଥାନାରେ କେସ ରୁଜୁ କରିଥିଲେ ମଧ୍ୟ କୈଣସି ପଦକ୍ଷେପ ନିଆଯାଇ ନଥିଲା ଯାହାଫଳରେ ଜନସାଧାରଣ ପୋଲିସ ଉପରେ ଆଶା ଭରସା ତୁଟିଯାଇଛି ପୋଲିସ କାହାପାଇଁ କମକରୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେବା କଥା କହୁଥିବା ବେଳେ ଏହାର ନଗ୍ନ ବ୍ୟଭିଚାର ର ଦୃଶ୍ୟ ହରିପୁରୁରେ ବାରିହୋଇ ପଡୁଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ନୟଗଡ ର ରାଣୀ ପ୍ରତୁଷ୍ୟା ରଜେଶ୍ୱରୀ ଘୋଷଣା କରିଥିଲେ !

Exit mobile version