ଭାପୁର ବଜାରରେ ଗଡ଼ିଲା ରଥ !!! Awaj Media 3 years ago Spread the loveଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପବିତ୍ର ରଥ ଯାତ୍ରା ଅବସରରେ ଭାପୁର ବଜାର ପ୍ରାଙ୍ଗଣରେ ଥିବା ଜଗନ୍ନାଥ ମନ୍ଦିର ପରିସର ଠାରୁ ରଥ ଟଣା ହୋଇଥିଲା ! ରଥ ଟଣା ସମୟରେ ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେବା ଦେଖିବାକୁ ମିଳିଥିଲା ।