Home2023June21ଭାପୁର ବଜାରରେ ଗଡ଼ିଲା ରଥ !!! ଭାପୁର ବଜାରରେ ଗଡ଼ିଲା ରଥ !!! June 21, 2023June 21, 2023byAwaj Media Spread the loveଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପବିତ୍ର ରଥ ଯାତ୍ରା ଅବସରରେ ଭାପୁର ବଜାର ପ୍ରାଙ୍ଗଣରେ ଥିବା ଜଗନ୍ନାଥ ମନ୍ଦିର ପରିସର ଠାରୁ ରଥ ଟଣା ହୋଇଥିଲା ! ରଥ ଟଣା ସମୟରେ ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେବା ଦେଖିବାକୁ ମିଳିଥିଲା ।
ମକର ସଂକ୍ରାନ୍ତି ରେ ଢେଙ୍କାନାଳର ବିଭିନ୍ନ ଦେବାଳୟ ଉତ୍ସବ ମୁଖର !!! Spread the loveSpread the loveଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରର ବିଭିନ୍ନ ମନ୍ଦିର ମାନଙ୍କରେ ପବିତ୍ର ମକର ସଂକ୍ରାନ୍ତି ନିରାଡ଼ମ୍ବର…
ରାମ ନବମୀ ଅବସରରେ ନାଚୁଣୀରେ ବାଇକ୍ ଶୋଭାଯାତ୍ରା !!! Spread the loveSpread the loveବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଶ୍ରୀରାମ ନବମୀ ଦେଶ ର କୋଣ ଅନୁକୋଣ ରେ ପାଳିତ…
ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ !!! Spread the loveSpread the loveଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ଵ ତାପାୟନକୁ ରୋକିବା ପାଇଁ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଚାରା…