Site icon Awaj Media

ଓଚିନ୍ଧା ଠାରେ ଗୋ ମାଂସ ବୋଝେଇ ଟ୍ରକ ଜବତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କୋରେଇ ପ୍ରଖଣ୍ଡ ଓଚିନ୍ଧା ଠାରେ ଗୋ ମାଂସ ବୋଝେଇ ଟ୍ରକ ଜବତ ! ସୂଚନାଯୋଗ୍ୟ ଯାଜପୁର ଜିଲ୍ଲାରେ ଆଜି ଅପରାହ୍ନ ସମୟରେ ଗୋରୁ ଚମଡା ଭର୍ତ୍ତି ଏକ କଣ୍ଟେନର କୁ ଲୋକେ ଜବତ କରି ପୁଲିସ ଜିମା ଦେଇଥିଲେ !

Exit mobile version