ବାଙ୍କୀ ମୁଖ୍ୟ ବଜାରରେ ବୁଲିଲା ଖଣ୍ଡା : ପୁଲିସ ହେଲା ନାକେଦମ !!! Awaj Media 3 years ago Spread the loveବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ରୁ ସାମନାକୁ ଆସିଲା ଚାଞ୍ଚଲ୍ୟକର ଦୃଶ୍ୟ ! ହାତରେ ଖଣ୍ଡା ଓ ମାର୍ତ୍ତୁଲ ଧରି ଯୁବକଙ୍କ ହାଇ ଡ୍ରାମା ! ଯୁବକଙ୍କୁ କାବୁ କରିବାକୁ ଯାଇ ବାଙ୍କୀ ପୁଲିସ ହେଲା ନାକେଦମ !