Site icon Awaj Media

ଶିଶୁ କନ୍ୟା ମୃତ୍ୟୁ କୁ ନେଇ ଉତ୍ତେଜନା : ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଲଙ୍କାକାଣ୍ଡ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭୁଲ ଚିକିତ୍ସା କାରଣରୁ ଶିଶୁକନ୍ୟା ମୃତ୍ୟୁ ଅଭିଯୋଗ ରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତେଜନା ! କାଗଜ ପତ୍ର ପୋଡ଼ା ଜଳା ସହ ଭାଙ୍ଗିଲେ ଟେବୁଲ୍ ଚେୟାର । ଭୁଲ ଇଞ୍ଜକସନ ଯୋଗୁ ୫ ବର୍ଷର ଶିଶୁ କନ୍ୟା ର ମୃତ୍ୟୁ ଅଭିଯୋଗ । ମୃତ ଶିଶୁ କନ୍ୟା ଅଲିପୂର ଗାଁ ର ବିରଞ୍ଚି ଗେଡି ଙ୍କ ଝିଅ ଅର୍ପିତା ଗେଡୀ ।ଘଟଣା ସ୍ଥଳରେ ବରୀ ପୋଲିସ୍ ମୁତୟନ ।

Exit mobile version