Site icon Awaj Media

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁ ରେ ଗୋଷ୍ଠୀ ସଂଘର୍ଷ ! ଖଣ୍ଡା ଠାରୁ ଆରମ୍ଭ କରି ବିଭିନ୍ନ ମରଣାସ୍ତ୍ର ରେ ଉଭୟ ଉଭୟ କୁ କରିଥିଲେ ଆକ୍ରମଣ ! ସଂଘର୍ଷରେ ଉଭୟ ପକ୍ଷରୁ 10 ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ଥାନାରେ ହୋଇଛି ଅଭିଯୋଗ ! ସମସ୍ତ ଆହତ ଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ! ଘଟଣା ସ୍ଥଳରେ ପୋଲିସ ରହିଛନ୍ତି ମୁତୟନ , ଚାପା ଉତେଜନା ଲାଗି ରହିଛି ! ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ନେଇ ଡାକ୍ତର କଟକ ଏସିବି କୁ କଲେ ସ୍ଥାନାନ୍ତର !

Exit mobile version