Site icon Awaj Media

ଭିଜିଲାନସ ଜାଲରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ରମାକାନ୍ତ ମଲ୍ଲିକ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭିଜିଲାନସ ଜାଲରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ରମାକାନ୍ତ ମଲ୍ଲିକ ! ରାୟଗଡାରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ (ଏଷ୍ଟିମେଟର୍) କାର୍ଯ୍ୟନିର୍ବାହୀ ଇଞ୍ଜିନିୟର , ପିଏଚ ଡିଭିଜନ୍ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । କାର୍ଯ୍ୟ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ପାଇଁ ଚଢ଼ାଉ କରିଥିଲା ଭିଜିଲାନସ ! ଶ୍ରୀ ମଲ୍ଲିକଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି !

Exit mobile version