ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ସମ୍ବାଦ ପ୍ରତିନିଧି ଶୁଭେନ୍ଦୁ ମହାପାତ୍ର ଙ୍କୁ ମହାନଦୀ ବ୍ରିଜ ଉପରେ ମରଣାନ୍ତକ ଆକ୍ରମଣ ! ଡକାୟତି ପାଇଁ ହୋଇଥିଲା ଆକ୍ରମଣ ! ବିଶେଷ ସୂତ୍ରରୁ ଖବର ମିଳିଛି ଟୁନା ଦଳେଇ ନାମକ ବ୍ୟକ୍ତି ଏହି ଘଟଣା ରେ ସମ୍ପୃକ୍ତ ! ଆକ୍ରମଣରେ ଗୁରୁତର ଆହତ ସାମ୍ବାଦିକଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ଆରମ୍ଭ କରିଛି ତନାଘନା ! ଆକ୍ରମଣ ଖବର ଶୁଣିବା ପରେ ସାମ୍ବାଦିକ ସଂଗଠନର ବହୁ ସଦସ୍ୟ ଶୁଭେନ୍ଦୁ ଙ୍କ ଘରେ ପହଞ୍ଚି ତାଙ୍କୁ ଭେଟିଥିଲେ !
ଯାତମୁଣ୍ଡିଆ ସେତୁ ଉପରେ ଡମପଡା ସମ୍ବାଦ ପ୍ରତିନିଧି ଙ୍କୁ ମରଣାନ୍ତକ ଆକ୍ରମଣ : ଡକାୟତି ଉଦ୍ୟମ !!!

