Site icon Awaj Media

ଜାମୁପଶି ଗ୍ରାମରେ ଚୋରୀ : ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଜାମୁପଶି ବାସିନ୍ଦା ଚିନ୍ମୟ ପୁହାଣଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ । ସୂଚନା ମୁତାବକ ଚିନ୍ମୟ ପୁହାଣଙ୍କ ପରିବାର ଲୋକେ କେହି ନଥିବାର ସୁଯୋଗ ପାଇ କିଛି ଅଜଣା ଲୁଟେରା ତାଙ୍କ ଘର ତାଲା ଭାଙ୍ଗି ଘରେ ପଶି ସୁନା ଗହଣା ଓ ନଗଦ 30 ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ସୁକିନ୍ଦା ପୋଲିସ ଖବର ପାଇ ସ୍ଵତନ୍ତ୍ର ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

Exit mobile version