Site icon Awaj Media

କାଳିଆପାଣି ଟ୍ରକ୍ ପାର୍କିଂରେ ଡ଼୍ରାଇଭର ଓ CISF ଯବାନଙ୍କ ମଧ୍ୟରେ ତିକ୍ତତା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଟ୍ରକ୍ ପାର୍କିଂରେ ଡ଼୍ରାଇଭର ଓ CISF ଯବାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସ୍ଥାନୀୟ ଅଞ୍ଚଳରେ ଗାଡି ଜାମ ଓ ଖଣି ନିୟମକୁ ନମାନି ଅମାନିଆ ଗାଡି ଚାଳକ ମାନେ ଖଣି ମଧ୍ୟରେ ଗାଡି ପୁରେଇବାକୁ କେନ୍ଦ୍ର କରି ଡ଼୍ରାଇଭର ଓ CISF ଯବାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଏନେଇ କାଳିଆପାଣି ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Exit mobile version