Site icon Awaj Media

ବାରଗାଡିଆ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ବାରଗାଡିଆ ଗ୍ରାମରେ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ବାସ ଗୃହ ମଧ୍ୟରେ ତାଙ୍କ ସ୍ତ୍ରୀ କୁନି ସାହୁଙ୍କର ମୃତ୍ୟ ହୋଇଛି । କଳିଙ୍ଗନଗର ପୋଲିସ ସୂଚନା ପାଇ ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ସ୍ଵାମୀ ପ୍ରଫୁଲ୍ଲ ସାହୁ ଫେରାର ଥିବା ବେଳେ ସ୍ଥାନୀୟ ପୋଲିସର ସନ୍ଦେହ ସୃଷ୍ଟି ହେଉଥିବା ଜଣାପଡ଼ିଛି ।

Exit mobile version