Site icon Awaj Media

ମାନସିକ ବିକୃତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଷିଆପଡା ଗାଁ ରେ ଅଭାବନୀୟ ଘଟଣା ! ରାତିରେ ଘର ଦାଣ୍ଡ ରେ ଶୋଇଥିବା ବେଳେ ମାନସିକ ବିକୃତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ! ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ! ଗାଁର ଜଣେ ନିଶାଶକ୍ତ ଯୁବକ ଯୁବତୀଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିବା ଯୁବତୀଙ୍କ ସୂଚନା, ମେଡ଼ିକାଲରେ ପୀଡ଼ିତାଙ୍କୁ ଭେଟିଲେ ଇଟାମାଟି ଥାନା ଆଇଆଇସି, ପରିବାର ପକ୍ଷରୁ ଦୁଷ୍କର୍ମ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ , ଅଭିଯୁକ୍ତ ଫେରାର ଥିବାରୁ ବାଉଁଷିଆପଡା ଗାଁରେ ଉତେଜନା !

Exit mobile version