ମହୁଲ ଫୁଲ ବୋଝେଇ ପିକପ ଭ୍ୟାନ୍ ଜବତ !!! Awaj Media 2 years ago Spread the loveବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପାଇକମାଳ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ବେଳେ ମହୁଲ ଫୁଲ ବୋଝେଇ ପିକପ ଭ୍ୟାନ୍ ଜବତ ହୋଇଛି !