Site icon Awaj Media

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ପାରିବାରିକ କଳହ ଓ ସନ୍ଦେହରୁ ଘଟିଲା ଅଭାବନୀୟ ଘଟଣା ! ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା ! ତେବେ ଆତ୍ମହତ୍ୟା ପୂର୍ବରୁ ସୋସାଲ ମିଡ଼ିଆ ରେ ଛାଡିଥିବା ସାମ୍ବାଦିକା ଙ୍କ ଭିଡିଓ ହେଉଛି ଭାଇରାଲ ! ବାପୁଜୀନଗର ଅଂଚଳରେ ରେଳ ଧାରଣାରୁ ମୃତ ଶରୀର ଜବତ ହୋଇଛି !

Exit mobile version