Site icon Awaj Media

ନୟାଗଡ ରେ ବସ ଡ୍ରାଇଭର ଏବଂ ମହିଳା କଣ୍ଡକ୍ଟର ଙ୍କୁ ଆକ୍ରମଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ବସଷ୍ଟାଣ୍ଡରେ ଦୁର୍ବୁତ୍ତ ଙ୍କ ଉନ୍ମତ୍ତ କାଣ୍ଡ ! ଧଳା ଜହର ସେବନ କରି ସରକାରୀ ବସ୍ ର ଷ୍ଟାଫ୍ ଙ୍କୁ ଆକ୍ରମଣ ! ଗତକାଲି ଅପରାହ୍ନରେ ନୟାଗଡ଼ ଟ୍ରାଫିକ୍ ଛକ ଠାରେ ଏକ ସରକାରୀ ବସ୍ କୁ ନିଶା ଶକ୍ତ ଅବସ୍ଥାରେ ଚଢି ବସ୍ ର ଡ୍ରାଇଭର ଅନିଲ କୁମାର ଦାସ ଓ ମହିଳା କଣ୍ଡକ୍ଟର୍ ସରସ୍ଵତୀ ମାଝୀ ଙ୍କୁ ନିସ୍ତୁକ ମାଡ ମାରିଥିଲେ ଜଣେ ନିଶାଡି ! କଣ୍ଡକ୍ଟର୍ ଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଆରଇଓ କଲୋନୀ ରେ ରହୁଥିବା ନିଶାଶକ୍ତ ଯୁବକ କୁ ଟାଉନ୍ ଥାନା ପୋଲିସ ଗିରଫ କରିଛି l

 

Exit mobile version