Site icon Awaj Media

ସୁକିନ୍ଦା ମେଡିକାଲ୍ ରେ ଧାରୁଆ ଅସ୍ତ୍ର ଧରି ଉତ୍ପାତ ହେଉଥିବା ମହିଳାଙ୍କୁ କାବୁ କଲା ପୋଲିସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ମେଡିକାଲ୍ ରେ ଧାରୁଆ ଅସ୍ତ୍ର ଧରି ଉତ୍ପାତ ହେଉଥିବା ମହିଳାଙ୍କୁ କାବୁ କଲା ପୋଲିସ ! ସୁକିନ୍ଦା ଥାନା ଅନ୍ତର୍ଗତ ଗୋଲଖପୁର ଗ୍ରାମର ଜଣେ ମହିଳା ସୁକିନ୍ଦା ମେଡିକାଲ ପରିସରରେ ଧାରୁଆ ଅସ୍ତ୍ର ଧରି ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ମେଡିକାଲ କର୍ମଚାରୀ ତୁରନ୍ତ ସୁକିନ୍ଦା ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଲିସ ପହଞ୍ଚି ସତର୍କତା ଅବଲମ୍ବନ କରି ମହିଳାଙ୍କ ହାତରୁ ଧାରୁଆ ଅସ୍ତ୍ରକୁ ଛଡେଇ ଆଣିବା ପରେ ଉତ୍ତେଜିତ ମହିଳାଙ୍କୁ କାବୁ କରି ନେଇଥିଲା ! ଥାନା କର୍ମଚାରୀଙ୍କ ସାହସିକତା କାର୍ଯ୍ୟ ଯୋଗୁ ବଡ ଅଘଟଣ ଟଳି ଯାଇଛି ।

Exit mobile version