Site icon Awaj Media

ଡେରାବିଶ ବ୍ଲକ ପରିସରରେ ହାତା ହାତି ହେଲେ ଦୁଇ ନେତା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ବ୍ଲକ ପରିସରରେ ହାତା ହାତି ହେଲେ ଦୁଇ ନେତା । ଡେରାବିଶ୍ ବ୍ଲକ ରେ ଚାଲିଲା ଘମାଘୋଟ ଲଢେଇ । ଭାଷା କୋଷର ବି ସବୁ ସୀମା ପାର ହୋଇଗଲା । ଡେରାବିଶ ବ୍ଲକ ପରିସରରେ ଦୁଇ ନେତାଙ୍କ ଅଶାଳୀନ ବ୍ୟବହାର ପ୍ରଦର୍ଶନ । ଏଭଳି ଅଭାନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପରିସରରେ । ଶୁକ୍ରବାର ଆୟୋଜିତ ଡେରାବିଶ ପଞ୍ଚାୟତ ସମିତି ବୈଠକ ଗୃହରେ ୫ମ ସାଧାରଣ ଅଧିବେଶନ ଶେଷ ହେବା ପରେ ବ୍ଲକ ପରିସରରେ ଘଟିଥିଲା ଏହିଭଳି ତୁମୁଳକାଣ୍ଡ । ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରକୃତ ସତ୍ୟାସତ୍ୟ ମିଳି ପାରିନାହିଁ ।

Exit mobile version