Site icon Awaj Media

ବେଆଇନ ଗୋ ଚାଲାଣ କରିବା ସମୟରେ ଚାରି ଜଣଙ୍କୁ ଗିରଫ କଲା ବୈଦେଶ୍ୱର ପୋଲିସ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଚାଷୀ ବେଶରେ ଗୋଚାଲାଣ କରୁଥିଲେ ମାଫିଆ ! ବେଆଇନ ଗୋ ଚାଲାଣ କରିବା ସମୟରେ ଚାରି ଜଣଙ୍କୁ ଗିରଫ କଲା ବୈଦେଶ୍ୱର ପୋଲିସ । କଟକ ଜିଲ୍ଲାର ବାଙ୍କୀ , ତିଗିରିଆ ଏବଂ ଆଠଗଡ ଅଂଚଳରେ ଗୋ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ , ଏଦିଗରେ ଜିଲ୍ଲା ପୁଲିସ ରହିଛି ଆକ୍ସନ ମୁଡ଼ ରେ ! ତେବେ ଗୋଚାଲାଣ ରୋକିବା ପାଇଁ ବୈଦେଶ୍ଵର ଥାନାଧିକାରୀ ସ୍ୱତନ୍ତ୍ର ପଦକ୍ଷେପ ନେଉଥିବାର ଦେଖାଯାଇଛି ! କଳାପଥର ଅଞ୍ଚଳରୁ ତିଗିରିଆ ଅଞ୍ଚଳକୁ ଗୋ ଚାଲାଣ ସମ୍ପର୍କରେ ସୂଚନା ପାଇ , ଚାରି ଜଣଙ୍କୁ ଗିରଫ କରିଛି ବୈଦେଶ୍ୱର ପୋଲିସ ।

Exit mobile version