ପୁଲିସ କବଜାରେ ନକଲି ପୁଲିସ !!! Awaj Media 11 months ago Spread the love କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ପୁଲିସ କବଜାରେ ନକଲି ପୁଲିସ ! ନକଲି ପୋଲିସ ସାଜି ସୁନା ଲୁଟ କରିଥିବା ତିନି ଜଣ ରାଜ୍ୟ ବାହାରର ଅପରାଧୀ ଙ୍କୁ ଧରି କୋର୍ଟ ଚାଲାଣ କରିଛି ପୁରୀଘାଟ ଥାନା ପୋଲିସ । ଏମାନଙ୍କ ନିକଟରୁ ସୁନା ,ଟଙ୍କା ଓ ବାଇକ୍ ଜବତ୍ କରାଯାଇଛି ।