Site icon Awaj Media

ନରସିଂହପଡ଼ା ପାଖରେ ଭଡ଼ା ଘରେ ମହିଳାଙ୍କ ଆତ୍ମହତ୍ୟା !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପାଇକମାଳ ଥାନା ନିକଟ ନରସିଂହପଡ଼ା ପାଖରେ ଏକ ଭଡ଼ାଘରେ ରହୁଥିବା କୋଠରୀରେ ମହିଳାଙ୍କ ଆତ୍ମହତ୍ୟା । କବାଟ ଦେଇ ଶାଢ଼ୀ ଦ୍ଵାରା ଫ୍ୟାନରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳାଙ୍କ ନାମ ଲିଲି ଦିୱାନ୍ , ବୟସ ପ୍ରାୟ ୩୪ ! ମହିଳାଙ୍କ ସ୍ବାମୀ ଜଣେ ପ୍ରାଥମିକ ସରକାରୀ ଶିକ୍ଷକ ! ସ୍କୁଲ୍ ରୁ ଫେରି ସ୍ବାମୀ ଘର କବାଟ ବନ୍ଦ ଥିବାରୁ ଡାକିଥିଲେ , କିନ୍ତୁ କବାଟ ଖୋଲି ନଥିଲେ । ଝରକା ସାଇଟ୍ ରୁ ଦେଖିବାରୁ ଝୁଲୁଥିବା ଦେଖିଥିଲେ । ପୋଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସାଣ୍ଟିଫିଟ୍ ଟିମ୍ ପହଞ୍ଚି କରୁଛନ୍ତି ତଦନ୍ତ । ସ୍ବାମୀ ସ୍ତ୍ରୀ ସହ ଝିଅ ପୁଅ ମିଶି ୪ଜଣ ପରିବାର ଥିଲେ । ପୁଅ ଭୁବନେଶ୍ୱର ରେ ପଢ଼ୁଥିବା ବେଳେ ଝିଅ ପାଇକମାଳ ଆଦର୍ଶ ସ୍କୁଲରେ ପାଠ ପଢ଼ୁଛନ୍ତି । ତେବିବେ ଆତ୍ମହତ୍ୟା ର କାରଣ ସ୍ପଷ୍ଟ ନଥିବା ବେଳେ , ପୁଲିସ ତଦନ୍ତ ପରେ କାରଣ ସାମନାକୁ ଆସିବ !

Exit mobile version