Site icon Awaj Media

ବଳପୂର୍ବକ ଦଖଲ ହୋଇଛି ସ୍ଥିତିବାନ ଜାଗା : ଅଭିଯୋଗ ପରେ ବି ଚୁପ ବସିଛି ପୁଲିସ ପ୍ରଶାସନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବଳପୂର୍ବକ ଦଖଲ ହୋଇଛି ସ୍ଥିତିବାନ ଜାଗା. ଅଭିଯୋଗ ପରେ ବି ଚୁପ ବସିଛି ପୁଲିସ ପ୍ରଶାସନ. ବାଙ୍କୀ ତହସିଲ ବୈଦେଶ୍ଵର ରାଜସ୍ବ ସର୍କଲ ଖଜୁରୀପଦା ମଉଯା ରେ ଦୁର୍ଯୋଧନ ସେଠି ଏବଂ ମନୋଜ ମଞ୍ଜରୀ ସେଠି ଙ୍କ ସ୍ଥିତିବାନ ଜାଗାରେ ଥିବା ପାଚେରୀ ଭାଙ୍ଗି ପଡୋଶୀ ବ୍ୟକ୍ତି ବଳପୂର୍ବକ ନିର୍ମାଣ କାର୍ଯ୍ୟ କରୁଥିଲେ ବି ତହସିଲ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାର ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ପରିବାର.

Exit mobile version