Site icon Awaj Media

ବଡମ୍ବା ରେ ସାମ୍ବାଦିକ ଙ୍କୁ ଆକ୍ରମଣ : ଗାଡି ଭଙ୍ଗାରୁଜା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଖବର ସଂଗ୍ରହ ସମୟରେ ସାମ୍ୱlଦିକ ଙ୍କୁ ମରଣାନ୍ତକ ଆକ୍ରମଣ , ଗାଡି ଭଙ୍ଗାରୁଜା ! କଟକ ଜିଲ୍ଲା ବଡମ୍ବା ବ୍ଲକ ରେ ଡିଜିଟାଲ ମିଡ଼ିଆ ଖବର ଟୁଡ଼େ ରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ବଡମ୍ବା ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଅଛି !

Exit mobile version