ଦୁର୍ଘଟଣାରେ କଟିଗଲା ବାଇକ ଚାଳକଙ୍କ ମୁଣ୍ଡ !!! Awaj Media 3 hours ago Spread the loveବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ଵର ଥାନା ଅଂଚଳରେ ଘଟିଲା ଭୟଙ୍କର ଦୁର୍ଘଟଣା ! ବୈଦେଶ୍ଵର ଟି ବ୍ରିଜ ଉପରେ ବାଇକ ସହ ଅଟୋ ମୁଂହାମୁହିଁ ଧକ୍କା ! ଦୁର୍ଘଟଣାରେ କଟିଗଲା ବାଇକ ଚାଳକ ଙ୍କ ମୁଣ୍ଡ !