Site icon Awaj Media

ମହାନଦୀରେ ମାଡି ଆସୁଛି ପାଣି : ମୁଣ୍ଡଳୀରେ ମହାନଦୀର ଭୟଙ୍କର ରୂପ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ବଢ଼ିବାରେ ଲାଗିଛି ମହାନଦୀରେ ପାଣି , ମୁଣ୍ଡଳୀରେ ଦେଖିବାକୁ ମିଳିଛି ମହାନଦୀର ଭୟଙ୍କର ରୂପ ! ଗତ ସପ୍ତାହରେ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ହୀରାକୁଦରେ ଗେଟ ଖୋଲାଯିବା ପରେ ବଢୁଛି ମହାନଦୀ ଜଳସ୍ତର !

Exit mobile version