Site icon Awaj Media

ବାଲୁଗାଁ ଥାନା ଅଞ୍ଚଳର ସରଳା ପଦର ଛକରେ ବାଲୁଗାଁ ପୋଲିସ ପକ୍ଷରୁ ଚଢ଼ାଉ : ଜଣେ ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ସରଳା ପଦର ଛକରେ ବାଲୁଗାଁ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ମଦ ପରିବହନରେ ବ୍ୟବହୃତ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ବାଲୁଗାଁ ଥାନା ଅଧିକାରୀଣୀ ଶ୍ରଦ୍ଧା ନାୟକ ସୂଚନା ଦେଇଛନ୍ତି ।

Exit mobile version