ଗଜପତିରେ ପୁଣି 22ଜଣ କରୋନା ପଜିଟିଭ ଚିହ୍ନଟ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି 22ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଗୋଶାଣୀ ବ୍ଳକରୁ 4 ଜଣ, କାଶୀ ନଗର ବ୍ଳକରୁ 4ଜଣ, ମୋହନା ବ୍ଳକରୁ 2 ଜଣ, ପାରଳା ପୌର ପରିଷଦରୁ 9 ଜଣ, ଆର ଉଦୟଗିରି ବ୍ଲକରୁ 3 ଜଣ ଚିହ୍ନଟ ହୋଇଛନ୍ତି। କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ ଏବଂ ଅନ୍ୟ କିଛି ଗୁରୁତରଙ୍କୁ କୋଭିଡ଼ ହସ୍ପିଟାଲ/କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *