ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ଦୋରାଗୁଡ଼ା ରେ ଅବସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ରେ ଏକ ସପ୍ତାହ ବ୍ୟାପି ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି . ଅନୁଷ୍ଠାନର ଅଧ୍ୟକ୍ଷ ଏଲ ଏନ ଦାଶ ଫିଟ ଇଣ୍ଡିଆ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥତାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ .
ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ରେ ଫିଟ ଇଣ୍ଡିଆ ସ୍କୁଲ ସପ୍ତାହ କାର୍ଯ୍ୟକ୍ରମ ପାଳନ !!!

