କଟକ ଜିଲ୍ଲା ବାଙ୍କୀ ରେ ଜମୁଛି ବିଭିନ୍ନ ଦଳର ନିର୍ବାଚନ ପ୍ରଚାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପୌର ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ରାଜନୈତିକ ଉଷ୍ମତା . ଆସନ୍ତା ଚବିଶ ରେ ଭୋଟ ଗ୍ରହଣ ଥିବା ସମୟରେ ଆଜି ହେଉଛି ପ୍ରଚାରର ଶେଷ ଦିନ . କଟକ ଜିଲ୍ଲା ବାଙ୍କୀ ରେ ଜମୁଛି ବିଭିନ୍ନ ଦଳର ନିର୍ବାଚନ ପ୍ରଚାର . ପଞ୍ଚାୟତ ନିର୍ବାଚନ ପର ସ୍ଥିତିରେ ବାଙ୍କୀ ଏନଏସି ଦଖଲ ପାଇଁ ଆରମ୍ଭ ହୋଇଛି ରାଜନୈତିକ ଲଢେଇ . ୧୭ ଗୋଟି ୱାର୍ଡ ବିଶିଷ୍ଟ ବାଙ୍କୀ ଅଧିସୂଚିତ କ୍ଷେତ୍ର ପରିଷଦ ପାଇଁ ପ୍ରତିଟି ରାଜନୈତିକ ଦଳ ଅଧ୍ୟକ୍ଷ ଏବଂ କାଉନସିଲର ପାଇଁ ପ୍ରାର୍ଥୀ ଦେଇଥିବା ସମୟରେ କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀନୀ ସୁଷମା ମହାପାତ୍ର ଚଳାଇଛନ୍ତି ଜୋରଦାର ପ୍ରଚାର . ଚଳିତ ନିର୍ବାଚନରେ ବିଜେଡି ରୁ ମାଣିକ ସାହୁ , ବିଜେପି ରୁ ମନୋରମା ସାମନ୍ତରାୟ ଏବଂ ସ୍ୱାଧିନ ଭାବରେ ସୁଭଦ୍ରା ଦଳେଇ ଅଧ୍ୟକ୍ଷା ପଦବୀ ପାଇଁ ଲଢ଼ୁଛନ୍ତି .

Leave a Reply

Your email address will not be published. Required fields are marked *